ସଂସୃଷ୍ଟୀ Saṁsṛushṭī
- ସଂ. ବିଣ. ପୁଂ (ସଂସୃଷ୍ଟ + ଅଛି ଅର୍ଥରେ ଇନ୍, 1 ମା 1 ବ) — ଏକତ୍ର ସହବାସକାରୀ — Living together; cohabiting
- ସଂ. ବିଣ. ପୁଂ (ସଂସୃଷ୍ଟ + ଅଛି ଅର୍ଥରେ ଇନ୍, 1 ମା 1 ବ) — ଏକାନ୍ନବର୍ତ୍ତୀ — Joint in food
- ସଂ. ବିଣ. ପୁଂ (ସଂସୃଷ୍ଟ + ଅଛି ଅର୍ଥରେ ଇନ୍, 1 ମା 1 ବ) — ବିଭାଗାନନ୍ତର ପୁନର୍ମିଳିତ; ଯେଉଁ ଅଂଶୀଦାର ଥରେ ଭିନ୍ନ ହେଲା ପରେ ପୁଣି ଏକାନ୍ନବର୍ତ୍ତୀ ହୁଅନ୍ତି — Reunited after separation (with one's coparceners or relatives or cosharers)