ସଂସିଦ୍ଧି Saṁsiddhi

  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ସ୍ୱଭାବ; ପ୍ରକୃତି — Nature; natural quality
  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ସ୍ୱାଭାବିକ ବା ପ୍ରାକୃତିକ ଅବସ୍ଥା — Natural state or condition
  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ସମାପ୍ତି — Completion; accomplishment
  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ସିଦ୍ଧି — Perfection; success
  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ନିଷ୍ପତ୍ତି — Final decision
  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ମତ୍ତା ସ୍ତ୍ରୀ — An inebriate woman
  • ସଂ. ବି. (ସମ୍= ସମ୍ୟକ୍+ସିଧ୍ ଧାତୁ+ଭାବ. ବି) — ମୋକ୍ଷ; ପରାମୁକ୍ତି — The final liberation of the soul from the material body; beatitude