ସଂସିକ୍ତ Saṁsikta
- ସଂ. ବିଣ. (ସମ୍+ସିଚ୍ ଧାତୁ+ଓଦା କରିବା+କର୍ମ. ତ) — ସମ୍ପୂର୍ଣ୍ଣ ରୂପେ ବା ସମ୍ୟକ୍ ରୂପେ ଆର୍ଦ୍ର — Completely moistened or wet
- ସଂ. ବିଣ. (ସମ୍+ସିଚ୍ ଧାତୁ+ଓଦା କରିବା+କର୍ମ. ତ) — ଓଦା ସରସର — Very damp
- ସଂ. ବିଣ. (ସମ୍+ସିଚ୍ ଧାତୁ+ଓଦା କରିବା+କର୍ମ. ତ) — ସିକ୍ତ; ଯହିଁରେ ପାଣି ଛିଞ୍ଚା ଯାଇଥାଏ ବା ମଡ଼ା ଯାଇ— ଥାଏ — Sprinkled; watered