ସଂସାରିକା Saṁsāsrikā

  • ଦେ. ବିଣ. (ସଂ. ସାଂସାରିକ) — ସାଂସାରିକ (ଦେଖ) — Sāṁsārika (See)
  • ଦେ. ବି. — ଗୃହସ୍ଥ ବ୍ଯକ୍ତି — A house-holder
  • ଦେ. ବି. — (ଉ—ସଂସାରିକା ଘରେ ଛାର କିସ ଆଉ ଅଛି। ପୀତାମ୍ବର, ନୃସିଂହ ପୁରାଣ।)