ସଂସାରିକା ଧର୍ମ Saṁsārikā dharma

  • ଦେ. ବି. (ସଂ. ସାଂସାରିକ ଧର୍ମ) — ଗୃହସ୍ଥ ଧର୍ମ; ଗାର୍ହସ୍ଥ — Worldliness; the duty of a house-holder
  • ଦେ. ବି. (ସଂ. ସାଂସାରିକ ଧର୍ମ) — (ଉ—ସଂସାରିକା ଧର୍ମ କେବେ ନ ଛାଡ଼ନ୍ତି ମୁନି। ପୀତାମ୍ବର, ନୃସିଂହ ପୁରାଣ।)