ସଂସାରାସକ୍ତି Saṁsārāsakti

  • ସଂ. ବି. ( 7 ମୀ ତତ୍; ସଂସାର+ଆସକ୍ତି) — ସାଂସାରିକ ବିଷୟ ବା ଭୋଗାଦି ପ୍ରତି ଆସକ୍ତି ବା ଅନୁରକ୍ତି — Being addicated to or engrossed with wordly concerns