ସଂସାରଜ୍ଞ Saṁsārajn̄a

  • ସଂ. ବିଣ. ପୁଂ (ସଂସାର+ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଅ) — ସଂସାର ବିଷୟରେ ଅଭିଜ୍ଞ ବା ଅନୁଭବୀ — A person having worldly knowledge or experience
  • ସଂ. ବିଣ. ପୁଂ (ସଂସାର+ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଅ) — ସଂସାରର ଢଙ୍ଗଢାଙ୍ଗ ଯେ ଜାଣିକରି ଚଳେ — Worldly (man); worldly-wise