ସଂସାର ସୁଖ Saṁsāra sukha

  • ସଂ. ବି ( 6 ଷ୍ଠୀ ତତ୍) — ପାର୍ଥିବ ସୁଖ — Worldly happiness
  • ସଂ. ବି ( 6 ଷ୍ଠୀ ତତ୍) — ସଂସାରୀ ବ୍ଯକ୍ତି, (ଇନ୍ଦ୍ରିୟାଦିର ତୃପ୍ତି ଯୋଗୁଁ) ଯେଉଁ ସୁଖ ଭୋଗ କରେ — The pleasure or happiness of the senses (enjoyed by a worldly person)