ସଂସାର ଲୀଳା Saṁsāra līḻā

  • ସଂ. ବି (ରୂପକ କର୍ମଧାରୟ) — ଖେଳ ସଙ୍ଗେ ତୁଳିତ ସଂସାର — The world compared to a pastime or game
  • ସଂ. ବି (ରୂପକ କର୍ମଧାରୟ) — ( 6 ଷ୍ଠୀ ତତ୍) ଜୀବଲୀଳା; ସଂସାରରେ ଜାତ ହୋଇ ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ମନୁଷ୍ୟର କରିବା କାର୍ଯ୍ୟ ଓ ଅନୁଭବ— ମାନ — (6ଷ୍ଠୀ ତତ୍) ଜୀବଲୀଳା; ସଂସାରରେ ଜାତ ହୋଇ ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ମନୁଷ୍ୟର କରିବା କାର୍ଯ୍ୟ ଓ ଅନୁଭବ— ମାନ—. Existence in this world
  • ସଂ. ବି (ରୂପକ କର୍ମଧାରୟ) — ସଂସାରୀ ଲୋକର ଖେଳ କୌତୁକ ଓ ଭୋଗ ବିଳାସ — The enjoyment of the world; worldly pleasures or pastimes
  • ସଂ. ବି (ରୂପକ କର୍ମଧାରୟ) — ଜୀବନଯାତ୍ରା; ଆପଣାକୁ ଓ ପୋଷ୍ୟବର୍ଗଙ୍କୁ ପୋଷିବାରୂପ କ୍ରିୟା — Livelihood
  • ସଂ. ବି (ରୂପକ କର୍ମଧାରୟ) — ଜୀବନଧାରଣ; ବଞ୍ଚିବା — Living; being alive