ସଂସାର ବାସ Saṁsāra bāsa

  • ସଂ. ବି — ସଂସାରରେ ଜନ୍ମଗ୍ରହଣ କରି ବଞ୍ଚିବା — Worldly life or existance
  • ସଂ. ବି — ପରିବାର ଓ ବିଷୟ ସମତ୍ତି ଆଦି ଘେନି ଘରକରଣା କରିବା — Worldliness; the life of a worldly person