ସଂସାର ପ୍ରାନ୍ତର Saṁsāra prāntara

  • ସଂ. ବି (ରୂପକ କର୍ମଧା) — ବିସ୍ତୀର୍ଣ୍ଣ ପଡ଼ିଆ ସଙ୍ଗେ ତୁଳିତ ସଂସାର — The world compared to a vast waste or wilderness
  • ସଂ. ବି (ରୂପକ କର୍ମଧା) — [ଦ୍ର—ଏହିପରି ସଂସାରାରଣ୍ୟ ହୁଏ।]