ସଂସାର ପଥ Saṁsāra patha

  • ସଂ. ବି — (ମ. ପ. ଲୋ) (ସଂସାରକୁ ଆସିବାର ପଥ)—ମାତୃଯୋନି (ଯେଉଁ ପଥରେ ଜୀବ ପୃଥିବୀରେ ଭୂମିଷ୍ଠ ହୁଏ) — The mother's generative organ
  • ସଂ. ବି — (ରୂପକ କର୍ମଧା) ସଂସାର ଯାତ୍ରା— ପଥ ବା ମାର୍ଗ ସଙ୍ଗେ ତୁଳିତ ସଂସାର ବା ଇହଜଗତ୍ — The world compared to a raod; worldly existence
  • ସଂ. ବି — ଇହଜଗତର ଘଟନା— ଚକ୍ର — The course of wordly affairs (Apte)