ସଂସାର ଚକ୍ର Saṁsāra chakra
- ସଂ. ବି (ରୂପକ କର୍ମଧାରୟ) — ସୁଖଦୁଃଖକ୍ରମେ ଚକ୍ର ପରି ଘୁରୁଥିବା ସଂସାର — The world or worldly existance compared to a revolving wheel
- ସଂ. ବି (ରୂପକ କର୍ମଧାରୟ) — ବାରମ୍ବାର ଜନ୍ମ ଓ ମରଣ — Succession of births and deaths of a living being (Apte);