ସଂସର୍ପୀ Saṁsarpī

  • ସଂ. ବିଣ. ପୁଂ (ସମ୍+ସୃପ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଗୁରୁଣ୍ଡି କରି ଯାଉଥିବା — Creeping
  • ସଂ. ବିଣ. ପୁଂ (ସମ୍+ସୃପ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଧୀର ଗତି କରୁଥିବା — Moving slowly
  • ସଂ. ବିଣ. ପୁଂ (ସମ୍+ସୃପ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ବକ୍ରଗତି କରୁଥିବା — Winding (Apte)