ସଂସର୍ପଣ Saṁsarpaṇa

  • ସଂ. ବି (ସମ୍+ସୃପ୍. ଧାତୁ+ଭାବ. ଅନ) — ଗୁରୁଣ୍ଡି ଗୁରୁଣ୍ଡି ଯିବା — Creeping along;
  • ସଂ. ବି (ସମ୍+ସୃପ୍. ଧାତୁ+ଭାବ. ଅନ) — ଅପ୍ରତ୍ୟାଶିତ ଆକ୍ରମଣ — Surprise; unexpected attack; rally. (Apte)