ସଂସର୍ଗୀ Saṁsargī
- ସଂ. ବି. ପୁଂ (ସଂସର୍ଗ+ଅଛି ଅର୍ଥରେ ଇନ୍, କିଂବା ସମ୍ ସୃଜ୍ ଧାତୁ+କର୍ତ୍ତୃ. ଇନ୍ ଶୀଳାର୍ଥେ) — ସମ୍ବନ୍ଧୀ — Relative to; intimate with
- ସଂ. ବି. ପୁଂ (ସଂସର୍ଗ+ଅଛି ଅର୍ଥରେ ଇନ୍, କିଂବା ସମ୍ ସୃଜ୍ ଧାତୁ+କର୍ତ୍ତୃ. ଇନ୍ ଶୀଳାର୍ଥେ) — ସହବାସକାରୀ — Associating or cohabiting
- ସଂ. ବି. ପୁଂ (ସଂସର୍ଗ+ଅଛି ଅର୍ଥରେ ଇନ୍, କିଂବା ସମ୍ ସୃଜ୍ ଧାତୁ+କର୍ତ୍ତୃ. ଇନ୍ ଶୀଳାର୍ଥେ) — ସଂଯୁକ୍ତ — United; associated with. (Apte)
- ସଂ. ବି. ପୁଂ (ସଂସର୍ଗ+ଅଛି ଅର୍ଥରେ ଇନ୍, କିଂବା ସମ୍ ସୃଜ୍ ଧାତୁ+କର୍ତ୍ତୃ. ଇନ୍ ଶୀଳାର୍ଥେ) — (ଅମୁକର) ସଙ୍ଗେ ସଂସର୍ଗକାରୀ — Keeping company with; familiar
- ସଂ. ବି. ପୁଂ — ସଙ୍ଗୀ; ସହଚର — Companion
- ସଂ. ବି. ପୁଂ — ସହ— ଯୋଗୀ; ସହକର୍ମୀ — An associate