ସଂଶୟ Saṁṡaya
- ସଂ. ବି (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ) — ସନ୍ଦେହ; ସନ୍ଦେହାତ୍ମକ ଜ୍ଞାନ — Doubt; hesitation; suspicion
- ସଂ. ବି (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ) — ବିଷମ ସମସ୍ୟା; ହଁ କି ନାଁ, ଏହିପରି ଦୋଘାଇ; ଧୋକା — Dilemma
- ସଂ. ବି (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ) — ଦୋଦୋ ପାଞ୍ଚ; ଦ୍ୱୈଧୀ— ଭାବ — Feeling of uncertainty; scepticism; irresolution
- ସଂ. ବି (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ) — ବିପଦ — Danger; risk. (Apte)
- ସଂ. ବି (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ) — ସମ୍ଭବତା — Possibility. (Apte)
- ସଂ. ବି (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ) — (ନ୍ଯାୟଦର୍ଶନ) ଏକଧାର୍ମିକ ବିରୁଦ୍ଧ ଭାବାଭାବ ପ୍ରକାରକ ଜ୍ଞାନ; ସଂଶୟ — (Nyaya philosophy) Indecision