ସଂଶକ୍ତ ମନାଃ Saṁṡakta manāḥ

  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ସଂଶକ୍ତ+ମନସ୍; 1 ମା. 1 ବ) — କୌଣସି କର୍ମ କରିବାକୁ ସ୍ଥିର ସଂକଳ୍ପ କରିଥିବା — With the mind fixed or attached (to a particular object) (Apte)