ସଂଶବ୍ଦନ Saṁṡabdana
- ସଂ. ବି (ସମ୍+ଶବ୍ଦ. ଧାତୁ+ଭାବ. ଅନ) — ପ୍ରଶଂସା କରିବା — Praising
- ସଂ. ବି (ସମ୍+ଶବ୍ଦ. ଧାତୁ+ଭାବ. ଅନ) — ଶବ୍ଦ ଉତ୍ପାଦନ — Making a sound
- ସଂ. ବି (ସମ୍+ଶବ୍ଦ. ଧାତୁ+ଭାବ. ଅନ) — ବଡ଼ ପାଟି କରି ଡାକିବା — Calling out to (Apte)
- ସଂ. ବି (ସମ୍+ଶବ୍ଦ. ଧାତୁ+ଭାବ. ଅନ) — ଉଲ୍ଲେଖକରଣ — Refering to. (Apte)