ସଂଶୟଚ୍ଛେତ୍ତା Saṁṡayachchhettā

  • ସଂ. ବିଣ. ପୁଂ (ଉପପଦ; ସଂଶୟକୁ ଚ୍ଛେଦନ କରେ ଯେ, ସଂଶୟ+ଛିଦ୍ ଧାତୁ+କର୍ତ୍ତୃ. ତୃ; ସଂଶୟଚ୍ଛେତ୍ତୃ 1 ମା. 1 ବ) — ସନ୍ଦେହ—ନାଶ—କାରୀ — Dispelling doubt; clearing all doubt
  • ସଂ. ବିଣ. ପୁଂ (ଉପପଦ; ସଂଶୟକୁ ଚ୍ଛେଦନ କରେ ଯେ, ସଂଶୟ+ଛିଦ୍ ଧାତୁ+କର୍ତ୍ତୃ. ତୃ; ସଂଶୟଚ୍ଛେତ୍ତୃ 1 ମା. 1 ବ) — (ଉ—ଆପଣ ତ ସଂଶୟଚ୍ଛେତ୍ତା ଏ ଜଗତେ, ମୋହର ସଂଶୟକୁ ନାଶ ତ ତୁରିତେ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।)