ସଂଯୋଗାତ୍ମକ Saṁj̄ogātmaka

  • ସଂ. ବିଣ. ପୁଂ (ବହୁବ୍ରୀହି; ସଂଯୋଗ+ଆତ୍ମନ୍+କ) — ସଂଯୋଗ ବା ମିଳନହିଁ ଯହିଁର ପ୍ରତିପାଦ୍ୟ ବିଷୟ — Aiming at union; dealing with Union