ସଂଯୋଗ ବିଯୋଗ Saṁj̄oga bij̄oga

  • ସଂ. ବି (ବିପରୀତାର୍ଥକ ସହଚର) — ମିଳନ— ଓ ବିଚ୍ଛେଦ — Meeting and separation
  • ସଂ. ବି (ବିପରୀତାର୍ଥକ ସହଚର) — (ଗଣିତ) ରାଶିମାନଙ୍କ ମିଶାଣ ଓ ଫେଡ଼ାଣ — (Mathematics) Addition and subtraction
  • ସଂ. ବି (ବିପରୀତାର୍ଥକ ସହଚର) — (ବିଜ୍ଞାନ) ଦୁଇଟି ବସ୍ତୁର ମିଶ୍ରଣ ଓ ପୃଥ୍ୱୀକରଣ — (Science) Synthesis and analysis