ସଂଯୋଗ କାରକ Saṁj̄oga kāraka

  • ସଂ. ବିଣ — (ସଂଯୋଗ+କୃ ଧାତୁ+କର୍ତ୍ତୃ ଅକ) ଯାହା ଦୁଇ ବସ୍ତୁକୁ ବା ଦୁଇ ବ୍ଯକ୍ତିଙ୍କୁ ମିଳିତ କରାଏ — Causing union (of two things or two persons.)