ସଂଯୁଗ ଗୋଷ୍ପଦ Saṁj̄uga goshpada

  • ସଂ. ବି (ଗୋଷ୍ପଦ ବା ଗୋରୁର ଖୋଜ ବିଷୟରେ ସଂଯୁଗ ବା ଯୁଦ୍ଧ; ପରନିପାତ) — ସାମାନ୍ୟ ବିଷୟ ଘେନି ବାଦ ବିବାଦ — A quarrel or contest over a trifling matter; tempest in a tea-pot