ସଂଯୁକ୍ Saṁj̄uk
- ସଂ. ବିଣ. ପୁଂ. ଓ ସ୍ତ୍ରୀ (ସମ୍+ଯୁଜ୍ ଧାତୁ=ଯୁକ୍ତ ହେବା+ କର୍ତ୍ତୃ. କ୍ୱିପ୍; ସଂଯୁକ୍ତ ଶବ୍ଦ 1 ମା 1 ବ) — ଗୁଣ— ବାନ୍ — Full of good qualities; possessed good qualities
- ସଂ. ବିଣ. ପୁଂ. ଓ ସ୍ତ୍ରୀ (ସମ୍+ଯୁଜ୍ ଧାତୁ=ଯୁକ୍ତ ହେବା+ କର୍ତ୍ତୃ. କ୍ୱିପ୍; ସଂଯୁକ୍ତ ଶବ୍ଦ 1 ମା 1 ବ) — ମିତ୍ରବତ୍ସଳ — Fond of friends
- ସଂ. ବିଣ. ପୁଂ. ଓ ସ୍ତ୍ରୀ (ସମ୍+ଯୁଜ୍ ଧାତୁ=ଯୁକ୍ତ ହେବା+ କର୍ତ୍ତୃ. କ୍ୱିପ୍; ସଂଯୁକ୍ତ ଶବ୍ଦ 1 ମା 1 ବ) — ସଂଯୁକ୍ତ — Conjoined; joined with
- ସଂ. ବି — ଜାମାତା — Son-in-law