ସଂଯାତ୍ରିକ Saṁj̄ātrika

  • ସଂ. ବିଣ (ସମ୍+ଯା. ଧାତୁ=ଯିବା+ତ୍ର+ଇକ) — ଏକ ସଙ୍ଗରେ ଯିବା ଯାତ୍ରିଗଣ — Pilgrims travelling together