ସଂଯାତ୍ରା Saṁj̄ātrā
- ସଂ. ବି (ସମ୍+ଯା. ଧାତୁ=ଯିବା+ଭାବ. ତ୍ର+ଆ) — ସଂୟାନ (ଦେଖ) — Saṁj̄āna (See)
- ସଂ. ବି (ସମ୍+ଯା. ଧାତୁ=ଯିବା+ଭାବ. ତ୍ର+ଆ) — ଅନୁଯାତ୍ରା; ବହୁ ଲୋକଙ୍କର ଏକତ୍ର ଗମନ — A travelling of many persons together
- ସଂ. ବି (ସମ୍+ଯା. ଧାତୁ=ଯିବା+ଭାବ. ତ୍ର+ଆ) — ଜଳପଥରେ ଦଳବଦ୍ଧ ହୋଇ ଗମନ — Strating of many persons together in a voyage
- ସଂ. ବି (ସମ୍+ଯା. ଧାତୁ=ଯିବା+ଭାବ. ତ୍ର+ଆ) — ଏକ ଦ୍ୱୀପରୁ ଦ୍ୱୀପାନ୍ତରକୁ ଗମନ — A voyage or sailing from one island to another; transporation