ସଂଯତେନ୍ଦ୍ରିୟ Saṁj̄atendriya

  • ସଂ. ବିଣ. ପୁଂ—(ବହୁବ୍ରୀହି ସଂଯତ ହୋଇଅଛି ଇନ୍ଦ୍ରିୟ ଯାହାଦ୍ୱାରା) — ଯେ ଆପଣାର ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଅଛି — One who has subdued or controlled his organs of sense