ସଂଯତାତ୍ମା Saṁj̄atātmā

  • ସଂ. ବିଣ. ପୁ ଓ ସ୍ତ୍ରୀ—(ବହୁବ୍ରୀହି, ସଂଯତ ହୋଇଅଛି ଆତ୍ମା ଯାହାଦ୍ୱାରା; 1 ମା. 1 ବ) — ସ୍ଥିରମନା ଯେ ଆପଣାର ଇନ୍ଦ୍ରିୟମାନଙ୍କୁ ଓ ମନକୁ ବଶୀଭୂତ କରିଅଛି — Self-controlled; one who has subdued his passions