ସଂପାକ Saṁpāka

  • ସଂ. ବିଣ. ପୁଂ — ସମ୍ପାକ (ଦେଖ) — Sampāka (See)
  • ଦେ. ବି (ସଂ. ସୁପାକ) — ଭଲ ରାନ୍ଧଣା — Nice cooking
  • ଦେ. ବି (ସଂ. ସୁପାକ) — [ଉ ସକଳ ପରିବା ଏକଠାବେ ସିଝାଇଲେ। ନଳ ବିଧି ରାନ୍ଧଣାରେ ସଂପାକ କରିଲେ— ପ୍ରାଚୀ, ନଳଚରିତ।]