ସଂନ୍ଦୃବ୍ଧ Sandṛubdha

  • ସଂ. ବିଣ.—(ସମ+ଦୃନ୍ଭ୍ ଧାତୁ=ଗ୍ରନ୍ଥନ କରିବା= କର୍ମ. ତ) — ଗ୍ରଥିତ — Sewn; orderly arranged
  • ସଂ. ବିଣ.—(ସମ+ଦୃନ୍ଭ୍ ଧାତୁ=ଗ୍ରନ୍ଥନ କରିବା= କର୍ମ. ତ) — ରଚିତ — composed