ସଂଜ୍ଞାନ Saṁjn̄āna

  • ସଂ. ବି (ସମ୍+ଜ୍ଞା ଧାତୁ+ଭାବ. ଅନ) — ଜ୍ଞାନ — Knowledge; sensation
  • ସଂ. ବି (ସମ୍+ଜ୍ଞା ଧାତୁ+ଭାବ. ଅନ) — ଚେତନା — Consciousness
  • ସଂ. ବି (ସମ୍+ଜ୍ଞା ଧାତୁ+ଭାବ. ଅନ) — ସଂକେତ — Sign; gesture