ସଂଜ୍ଞପନ Saṁjn̄apana

  • ସଂ. ବି (ସମ୍+ଜ୍ଞା. ଧାତୁ, ଣିଚ=ଜ୍ଞପି ଧାତୁ= ଜଣାଇବା+ଭାବ. ଅନ) — ମାରଣ; ବଧ — Slaughter; killing
  • ସଂ. ବି (ସମ୍+ଜ୍ଞା. ଧାତୁ, ଣିଚ=ଜ୍ଞପି ଧାତୁ= ଜଣାଇବା+ଭାବ. ଅନ) — ବିଜ୍ଞାପନ — Notifying; proclamation