ସଂଘୃଷ୍ଟ Saṁghṛushṭa

  • ସଂ. ବିଣ (ସମ୍+ଘୃଷ୍ ଧାତୁ=ଘଷିବା+କର୍ମ. ତ) — ଉତ୍ତମରୂପେ ମର୍ଦିତ — Well rubbed; well pounded
  • ସଂ. ବିଣ (ସମ୍+ଘୃଷ୍ ଧାତୁ=ଘଷିବା+କର୍ମ. ତ) — ଚିକ୍କଣ ହୋଇ ବଟା ଯାଇ— ଥିବା — Well bruised; reduced to a fine paste