ସଂଘୁଷିତ Saṁghushita
- ସଂ. ବିଣ (ସମ୍+ଘୁଷ୍ ଧାତୁ=ଘୋଷଣା କରିବା+କର୍ମ ତ) — ସମ୍ୟକ୍ରୂପେ ପ୍ରଚାରିତ ବା ଉଦ୍— ଘୋଷିତ — Very widely proclaimed; published broadcast
- ସଂ. ବିଣ (ସମ୍+ଘୁଷ୍ ଧାତୁ=ଘୋଷଣା କରିବା+କର୍ମ ତ) — ଶବ୍ଦିତ — Sounded; resounded
- ସଂ. ବି — (+ଭାବ ତ) ଶବ୍ଦ — Sound
- ସଂ. ବି — ଘୋଷଣା — Proclamation