ସଂଘାତ ବଳ Saṁghāta baḻa

  • ଦେ. ବି (ପଦାର୍ଥବିଜ୍ଞାନର ପାରିଭାଷିକ ଶବ୍ଦ) — ଏକ ବସ୍ତ୍ର ପ୍ରତି ଭିନ୍ନ ଭିନ୍ନ ଦିଗରୁ ଦୁଇ ବା ତତୋଽଧିକ ବଳ ପ୍ରୟୋଗ କରାଇଲେ ସେହି ଉଭୟ ବଳର ଫଳସ୍ୱରୂପ ଉତ୍ପନ୍ନ ନୂତନ ବଳ — (physics) The resultant of two or more forces acting on a thing at one point