ସଂଘର୍ଷ Saṁgharsha
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ପର— ସ୍ପର ପରସ୍ପରକୁ ଯୁଦ୍ଧାର୍ଥ ସ୍ପର୍ଦ୍ଧା ସହିତ ଆହ୍ୱାନ — Mutual defiance; mutual challenge
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ବାଜି ରଖିବା — Laying a wager
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ପରସ୍ପର ଘର୍ଷଣ — Rubbing together; friction
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ମର୍ଦନ; ଘୋଟିବା — Pounding; pestling
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ଧୀରେ ଧୀରେ ଗମନ — Going gently; gliding
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ଧୀରେ ଧିରେ ବହିବା (ପାଣି, ପବନ) — Gentle flowing of water or blowing of wind
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ଡଙ୍ଗା ବୋହିବା — The steering of a ship; the plying of a boat
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ପ୍ରତିଦ୍ୱନ୍ଦିତା — Rivalry; emulation (Apte)
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ଈର୍ଷା — Jealousy; envy (Apte
- ସଂ. ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ) — ଯୁଦ୍ଧ; ଦ୍ୱନ୍ଦ — Contest; fighting; duel