ସଂଗ୍ରହ Saṁgraha
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ବିକ୍ଷିପ୍ତ ଦ୍ରବ୍ୟମାନଙ୍କର ଏକତ୍ରୀକରଣ — Gathering of things scattered about
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ଗୋଟାଇବା; ଆହରଣ — Collecting
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ସଂକଳନ — Compiling; blending; addition
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ତୋଳିବା; ଚୟନ — Plucking
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ସଂକ୍ଷେପ — Abridgement; condensing
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ସଂଚୟ — Storing
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ସମୁଚୟ; ରାଶୀକରଣ; ଗଦା କରିବା — Heaping up; piling up
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ଉଚ୍ଚତା — Height
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ମହୋଦ୍ୟମ — A great endeavour
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ଆଲିଙ୍ଗନ — Embrance
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ମୁଷ୍ଟିବଦ୍ଧ — Closing of the fist, clenching of the fist
- ସଂ. ବି (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ) — ନାନା ଗ୍ରନ୍ଥର ବିଷୟମାନ ଉଦ୍ଧାର କରି ଏକ ଗ୍ରନ୍ଥରେ ସନ୍ନିବେଶିତ କରିବା — Compilation; compiling of passages or articles from different sources and putting them at one place