ସଂଗ୍ରହିବା Saṁgrahibā

  • ଦେ. କ୍ରି (ପଦ୍ଯ) — ସଂଗ୍ରହ କରିବା — To collect
  • ଦେ. କ୍ରି (ପଦ୍ଯ) — [ଉ—ଦୁଷ୍ଟ ପ୍ରେମ ପାରାବାରେ ସଂଗ୍ରହିଲି ସିନା ରତ୍ନ ବୋଲି ଶୁକ୍ତି।—ଚିନ୍ତାମଣି, ବିକ୍ରମାଦିତ୍ୟ