ସଂଗ୍ରହଣ Saṁgrahaṇa

  • ସଂ. ବି (ସମ+ଗ୍ରହ ଧାତୁ+ଭାବ ଅନ) — ସଂଗ୍ରହ (ଦେଖ) — Saṁgraha. (See)
  • ସଂ. ବି (ସମ+ଗ୍ରହ ଧାତୁ+ଭାବ ଅନ) — ସଂଗ୍ରହ କରିବା କାର୍ଯ୍ୟ — The act of collecting or compiling