ସଂଗ୍ରହଣୀ Saṁgrahaṅī
- ସଂ. ବି (ସମ୍+ଗ୍ରହ ଧାତୁ+କରଣ ଅନ+ସ୍ତ୍ରୀ ଈ) — ଗ୍ରହଣୀ ରୋଗ — Chronic dysentery
- ସଂ. ବି (ସମ୍+ଗ୍ରହ ଧାତୁ+କରଣ ଅନ+ସ୍ତ୍ରୀ ଈ) — ଭୟଙ୍କର ବା ବହୁକାଳ ସ୍ଥାୟୀ ଉଦରାମୟ; ଅତିସାର — An acute form of diarrhea; chronic diarrhea
- ସଂ. ବି (ସମ୍+ଗ୍ରହ ଧାତୁ+କରଣ ଅନ+ସ୍ତ୍ରୀ ଈ) — ସଂଗ୍ରହ (ଦେଖ) — Saṁgraha (See)