ସଂଗ୍ରହକାର Saṁgrahakāra

  • ସଂ. ବିଣ. ପୁଂ (ସଂଗ୍ରହ+କୃ ଧାତୁ+କର୍ତ୍ତୃ, ଇନ୍, 1 ମା. 1 ବ;+ କର୍ତ୍ତୃ. ଅ) — ଯେ ଗୋଟାଏ ବା ଏକତ୍ର କରେ — Gathering; collecting
  • ବି — ଏକତ୍ର କରିବା ବ୍ଯକ୍ତି; ସଂକଳୟିତା — Compiler; collector; gatherer