ସଂଗୋପକ Saṁgopaka

  • ସଂ. ବିଣ. ପୁଂ (ସମ୍+କୁପ୍ ଧାତୁ+କର୍ତ୍ତୃ. ଅକ) — ସଂଗୋପନକାରୀ — Concealing; hiding
  • ସଂ. ବିଣ. ପୁଂ (ସମ୍+କୁପ୍ ଧାତୁ+କର୍ତ୍ତୃ. ଅକ) — ରକ୍ଷାକାରୀ — Guarding; protecting