ସଂଗୀର୍ଣ୍ଣ Saṁgīrṇṇa

  • ସଂ. ବିଣ (ସମ୍+ଗୁ. ଧାତୁ=ପ୍ରତିଜ୍ଞା କରିବା+କର୍ମ. ତ) — ପ୍ରତିଜ୍ଞାତ; ଅଙ୍ଗୀକୃତ — Promised