ସଂଗୀତଜ୍ଞ Saṁgītajn̄a

  • ସଂ. ବି. ପୁଂ — ସଙ୍ଗୀତବିଶାରଦ; ଯେ ସଙ୍ଗୀତ ବିଦ୍ୟାରେ ପାରଙ୍ଗମ — Proficient or versed in music and song