ସଂଗୀତ ଶାସ୍ତ୍ର Saṁgīta Ṡāstra

  • ସଂ. ବି — ସଂଗୀତ ବିଷୟକ ଗ୍ରନ୍ଥ; ଯେଉଁ ଶାସ୍ତ୍ରରେ ଗାନ, ବାଦ୍ୟ ଓ ନୃତ୍ୟର ପ୍ରକରଣମାନ ସମ୍ୟକ୍ ରୂପେ ଆଲୋଚିତ ହୋଇଥାଏ — The science of music
  • ସଂ. ବି — ନୃତ୍ୟ ଗୀତବାଦ୍ୟର ଶାସ୍ତ୍ର — The science dealing with dancing, singing and music
  • ସଂ. ବି — [ଦ୍ର—ଏହା ରଚକଙ୍କ ନାମାନୁସାରେ ଚତୁବିର୍ଧ। ଯଥା—ସୋମେଶ୍ୱର, ଭରତ, ହନୁମାନ ଓ କଲ୍ଲିନାଥ। ଏମାନଙ୍କର ନାନା ସ୍ଥାନରେ ମତଭେଦ ଘଟିଅଛି। ସଂଗୀତ ଶାସ୍ତ୍ର 6 ଅଧ୍ୟାୟରେ ବିଭକ୍ତ। ଯଥା— 1 । ସ୍ୱରାଧ୍ୟାୟ 2 । ରାଗଧ୍ୟାୟ। 3 । ତାଳାଧ୍ୟାୟ। 4 । ନୃତ୍ୟଧ୍ୟାୟ। 5 । ଭାବାଧ୍ୟାୟ। 6 । କୋକାଧ୍ୟାୟ। 7 । ହସ୍ତାଧ୍ୟାୟ।] — [ଦ୍ର—ଏହା ରଚକଙ୍କ ନାମାନୁସାରେ ଚତୁବିର୍ଧ ଯଥା—ସୋମେଶ୍ୱର, ଭରତ, ହନୁମାନ ଓ କଲ୍ଲିନାଥ ଏମାନଙ୍କର ନାନା ସ୍ଥାନରେ ମତଭେଦ ଘଟିଅଛି ସଂଗୀତ ଶାସ୍ତ୍ର6ଅଧ୍ୟାୟରେ ବିଭକ୍ତ ଯଥା—1 ସ୍ୱରାଧ୍ୟାୟ2 ରାଗଧ୍ୟାୟ3 ତାଳାଧ୍ୟାୟ4 ନୃତ୍ୟଧ୍ୟାୟ5 ଭାବାଧ୍ୟାୟ6 କୋକାଧ୍ୟାୟ7 ହସ୍ତାଧ୍ୟାୟ]