ସଂଗତିପନ୍ନ Saṁgatipanna

  • ସଂ. ବିଣ. ପୁଂ ( 3 ୟା ତତ୍; ସଂଗତି+ପନ୍ନ=ଯୁକ୍ତ) — ସାଂସାରିକ ସ୍ୱଚ୍ଛନ୍ଦ ଅବସ୍ଥାଯୁକ୍ତ — Well-to-do; (man) of easy circumstances
  • ସଂ. ବିଣ. ପୁଂ ( 3 ୟା ତତ୍; ସଂଗତି+ପନ୍ନ=ଯୁକ୍ତ) — ଧନୀ — Affluent; rich