ସଂକ୍ଷୋଭ Saṁkshobha

  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ଚାଞ୍ଚଲ୍ୟ — Disturbance; fickleness
  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ଅସ୍ଥିରତା — Restlessness; instability
  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ମନଶ୍ଚାଞ୍ଚଲ୍ୟ — Caprice; unsteadiness; mental agitation
  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ଧର୍ଷଣ — The daring of a person to combat;
  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ମନସ୍ତାପ; ଅତି କ୍ଷୋଭ — Mental affliction; perturbation
  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ଗର୍ବ — Arrogance; egotism
  • ସଂ. ବି (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ) — ଭୟଚକିତତା — The state of being alarmed