ସଂକ୍ଷେପ Saṁkshepa

  • ସଂ. ବି (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ) — ସଂକୋଚ — Contraction
  • ସଂ. ବି (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ) — ଅଳ୍ପୀକରଣ — Abridgement; condensing
  • ସଂ. ବି (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ) — ସଂକ୍ଷିପ୍ତ ବର୍ଣ୍ଣନ — Condensed description
  • ସଂ. ବି (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ) — ଚୁମ୍ବକ — abstract; compendium
  • ଦେ. ବିଣ — ସଂକ୍ଷିପ୍ତ — Concise