ସଂକ୍ଷୁବ୍ଧ Saṁkshubdha

  • ସଂ. ବିଣ (ସମ୍+କ୍ଷୂଭ୍ ଧାତୁ+କର୍ତ୍ତୃ ତ) — ସଂଚାଳିତ — Caused to move
  • ସଂ. ବିଣ (ସମ୍+କ୍ଷୂଭ୍ ଧାତୁ+କର୍ତ୍ତୃ ତ) — ବିଲୋଡ଼ିତ — Agitated
  • ସଂ. ବିଣ (ସମ୍+କ୍ଷୂଭ୍ ଧାତୁ+କର୍ତ୍ତୃ ତ) — ଆକୁଳ — Troubled